ବିଶ୍ୱ ଟେଷ୍ଟ ଚମ୍ପିୟନସିପରେ ପାକିସ୍ତାନକୁ ପଛରେ ପକାଇଲା ଟିମ ଇଣ୍ଡିଆ! ଜୋର ଧରିଲା ଖବର, ଜାଣନ୍ତୁ ସମ୍ପୂର୍ଣ୍ଣ

ଆପଣ ମାନେ ପ୍ରାୟ ଜାଣିଥିବେ ଏହା ହେଉଛି ଟେଷ୍ଟ ଚାମ୍ପିୟନସିପର ଦ୍ୱିତୀୟ ସଂସ୍କରଣ। ପ୍ରଥମ ସିଜିନ ଏହି ନ୍ୟୁଜିଲାଣ୍ଡ ଚାମ୍ପିୟନ ହୋଇଥିଲା ଆଉ ଭାରତୀୟ ଟିମ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।

Google

ତେଣୁ ଭାରତର ଲକ୍ଷ୍ୟ ରହିଥାଇପାରେ କି ଏଇ ବର୍ଷ ହେବାକୁ ଥିବା ଟେଷ୍ଟ ଚାମ୍ପିୟନସିପର ଫାଇନାଲ କୁ ଯାଇ ଟ୍ରଫି ନିଜ ଅଧିକାରକୁ ନେବ।କିଛି ଦିନ ହେବ ପାକିସ୍ତାନ ଆଉ ଶ୍ରୀଲଙ୍କା ମଧ୍ୟ ଟେଷ୍ଟ ଖେଳ ଲାଗି ରହିଛି ଏହି ସମୟରେ ଆଜି ଦ୍ୱିତୀୟ ଟେଷ୍ଟର ରେଜଲ୍ଟ ଆସିଛି ଯେଉଁଥିରେ ପାକିସ୍ତାନ ପରାସ୍ତ ହେଇଛି।ପାକିସ୍ତାନ ହାରିବା ଭାରତ ପାଇଁ ଏକ ସୁଯୋଗ ଆଣି ଦେଇଛି କାରଣ ପାକିସ୍ତାନ ହାରିବା ପରେ ସେ ଏବେ ଭାରତ ତଳକୁ ପଳେଇ ଆସିଛି।ଏବେ ଟେଷ୍ଟ ପଏଣ୍ଟ ଟେବୁଲର ସବୁ ଠାରୁ ଉପରେ ଅଛି ।

ସାଉଥ ଆଫ୍ରିକା ଯାହାର କି ସମୁଦାୟ ପଏଣ୍ଟ ହେଉଛି ୭୧.୪୩% ଆଉ ତା ତଳକୁ ଅଛି ଅଷ୍ଟ୍ରେଲିଆ ଯାହାର କି ପଏଣ୍ଟ ହେଉଛି ୭୦% ଆଉ ତା ତଳକୁ ରହିଛି ଶ୍ରୀଲଙ୍କା ଯାହାର କି ପଏଣ୍ଟ ଅଛି ୫୩.୩୩% ଆଉ ତା ତଳକୁ ରହିଛି ଭାରତ ଯାହାର କି ପଏଣ୍ଟ ରହିଛି ୫୨.୦୮%।ଏମାନଙ୍କର ଜିତିବା ମ୍ୟାଚ ଉପରେ ଚାଲ ଟିକେ ନଜର ପକେଇବା।ସାଉଥ ଆଫ୍ରିକା ୫ଟି ମ୍ୟାଚ ଜିତିଛି ଆଉ ୧୨ଟି ମ୍ୟାଚ ହରିଛି।ସେହିପରି ଅଷ୍ଟ୍ରେଲିଆ ୬ଟି ମ୍ୟାଚ ଜିତିଛି ଆଉ ଗୋଟିଏ ମ୍ୟାଚ ହରିଛି। ଆଉ ତାପରେ ଶ୍ରୀଲଙ୍କା ଯିଏ କି ୫ଟି ମ୍ୟାଚ ଜିତିଛି ଆଉ ୪ଟି ମ୍ୟାଚ ହରିଛି।ଆଉ ତା ତଳକୁ ରହିଛି ଆମ ଭାରତ ଯିଏ କି ୬ଟି ମ୍ୟାଚ ଜିତିଛି ଆଉ ୪ଟି ମ୍ୟାଚ ହରିଛି।

Google

ଭାରତର ତଳକୁ ରହିଛି ପାକିସ୍ତାନ ଯିଏ କି ଭାରତ ଠାରୁ କିଛି ପଏଣ୍ଟସ ତଳକୁ ରହିଛି ଯାହାର ପଏଣ୍ଟ ରହିଛି ୫୧.୮୫% ଯାହାକି ଭାରତ ଠାରୁ ପଏଣ୍ଟସ୍ କମ।ତାର ଜିତିବା ହର ହେଉଛି ୪ଟି ମ୍ୟାଚ ଜିତିଛି ଆଉ ୩ଟି ମ୍ୟାଚ ହରିଛି।ତା ତଳକୁ ରହିଛି ୱେଷ୍ଟ ଇଣ୍ଡିଜ ସିଏ ବି ୪ଟି ମ୍ୟାଚ ଜିତିଛି ଆଉ ୩ଟି ମ୍ୟାଚ ହାରିଛି ମାତ୍ର ପଏଣ୍ଟ ଅନୁସାରେ ସେ ପାକିସ୍ତାନ ତଳକୁ ରହିଛି।ଏହା ପରେ ଇଂଲଣ୍ଡ ରହିଛି ଯାହାର ପଏଣ୍ଟ ହେଉଛି ୩୩.୩୩% ।

ସେ ୫ଟି ମ୍ୟାଚ ଜିତିଛି ଆଉ ୭ଟି ମ୍ୟାଚ ହରିଛି।ଇଂଲଣ୍ଡ ପଛକୁ ରହିଛି ନ୍ୟୁଜିଲାଣ୍ଡ ଯିଏକି ଏହାର ପୂର୍ବ ସଂସ୍କରଣରେ ଚାମ୍ପିୟନ ହୋଇଥିଲା ତାର ପଏଣ୍ଟ ହେଉଛି ୨୫.୯୩ ସେ ୨ଟି ମ୍ୟାଚ ଜିତିଛି ଆଉ ୬ଟି ମ୍ୟାଚ ହରିଛି।ଆଉ ସବୁଠୁ ତଳେ ରହିଛି ବଙ୍ଗଳାଦେଶ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *