ଏହା ହେଉଛି ଦୁନିଆର ସାତଟି ଅଦ୍ଭୁତ ଜିନିଷ ଯାହା ବାବଦରେ ୯୦% ଲୋକଙ୍କୁ ଜଣା ନାହିଁ। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ପୂର୍ବ କିଛି ବର୍ଷ ମାନଙ୍କ ଭିତରେ ମନୁଷ୍ୟନିଜର ବିଜ୍ଞାନ ତଥା ବୈଷୟିକ ବିଦ୍ୟା ଦ୍ୱାରା ବହୁତ ଆଗକୁ ଚାଲି ଯାଇଛି। ନିଜର ଆଧୁନିକ ବିଜ୍ଞାନ ତଥା ଟେକ୍ନୋଲୋଜି ଦ୍ୱାରା ମନୁଷ୍ୟ ସମସ୍ତ ସେହି ଜିନିଷ ବନେଇବାରେ ସକ୍ଷମ ହେଇ ଯାଇଛି ଯାହାକୁ ବନେଇବା ବାବଦରେ ହୁଏତ ଆଗ କାଳରେ ଲୋକମାନେ ଭାବି ବି ପାରିବେନି। ଆଜିଠୁ ପ୍ରାୟ ଦଶ ବର୍ଷ ପୂର୍ବେ ହୁଏତ କେଉଁ ବି ମଣିଷ ଏହଵା ଭାବି ବି ନଥିବ କି ବୁରଜ ଖାଲିଫା ଭଳି ବଡ଼ କୋଠାଘର କେବେ ତିଆରି ହେଇପାରିବ ବୋଲି। ମାତ୍ର ଆଜି ତାହା ତିଆରି ହେବାରେ ସକ୍ଷମ ହେଇଯାଇଛି। ଆଜି ଆମେ ଆପଣଙ୍କ ପାଖରେ ସେପରି କିଛି ଜିନିଷ ବାବଦରେ କହିବାକୁ ଯାଉଛୁ ଯାହାକୁ ତିଆରି କରିବାରେ ପ୍ରଚୁର କଠିନ ପରିଶ୍ରମ ଆଉ ବିଜ୍ଞାନ ଲାଗିଛି।

Google

୧: ଦୁନିଆର ସବୁଠୁ ବଡ଼ ବିମାନ, ଷ୍ଟ୍ରେଟଲଞ୍ଚ: ଦୁନିଆର ସବୁଠୁ ବଡ଼ ବିମାନ ହେଉଛି ଆମେରିକାର ଷ୍ଟ୍ରେଟଲଞ୍ଚ, ଆଉ ଏହାକୁ ଆମେଇକାର ଏରୋ ସ୍ପେସ କମ୍ପାନୀ ଷ୍ଟ୍ରେଟଲଞ୍ଚ ବନେଇଛି। ଏହା ଏକ ରକେଟ ଲଂଚର ଅଟେ ଆଉ ଏହା ପ୍ରାୟ ୨ ଲକ୍ଷ କିଲୋ ଓଜନଦାର ଆଉ ପ୍ରାୟ ୩୭୫ ମିଟର ଲମ୍ବା ଅଟେ। ଏହାର ଲମ୍ବାଇ ଏକ ଫୁଟବଲ ମୈଦାନ ବରାବର ଅଟେ ଆଉ ଏହା ପ୍ରାୟ ୩୫୦୦୦ ଫୁଟ ଉଚ୍ଚତାକୁ ଯିବା ପରେ ରକେଟ ଲଞ୍ଚ କରିବାରେ ସଖ୍ୟମ ହୁଅନ୍ତି।

୨: ଦୁନିଆର ସବୁଠୁ ବଡ଼ ଘର, ନ୍ୟୁ ସେଂଛୁରୀ ଗ୍ଲୋବାଲ କମ୍ପ୍ଲେକ୍ସ, ଚୀନ: ଚୀନ ଠାରେ ସ୍ଥିତ ନ୍ୟୁ ସେଂଛୁରୀ ଗ୍ଲୋବାଲ କମ୍ପ୍ଲେକ୍ସକୁ ଦୁନିଆର ସବୁଠୁଁ ବଡ଼ କୋଠାଘର ବୋଲି ମାନା ଯାଏ। ଏହାର ଅପନିଙ୍ଗ ୧୩ ଜୁଲାଇ ୨୦୧୩ରେ କରା ଯାଇଥିଲା। ପ୍ରାୟ ୧୮୯୦୦୦୦୦ ବର୍ଗ ଫୁଟରେ ବ୍ୟାପିଥିବା ଏହି କୋଠାଘରର ଆକାର ପ୍ରାୟ ୨୮ଫୁଟ ଉଚ୍ଚ ଆଉ ୧୬୮୨ ଫୁଟ ଲମ୍ବା ଆଉ ୧୩୧୨ଫୁଟ ଚୌଡା ଅଟେ।

Google

୩: ଦୁନିଆର ସବୁଠୁଁ ବଡ଼ ପୁଲ, ସ୍ୟାନ ଆଲଫୋଙଶୋ ଦେଲ ମାର: ଦୁନିଆର ସବୁଠୁ ବଡ଼ ପୂଲ, ଚିଲିର ଅଲଗାରବ ସହରରେ ବନା ଯାଇଛି। ଏହାକୁ ୨୦୦୬ ମସିହାରେ ଗିନୀଯ ବୁକ ଅଫ ୱାର୍ଲଡ଼ ରେକର୍ଡରେ ସାମିଲ କରା ଯାଇଥିଲା। ୧୦୧୩ ବର୍ଗମିଟରରେ ବ୍ୟାପିଥିବା ଏହି ପୁଲ ଭିତରେ ପ୍ରାୟ ୨୫୦ ମିଲିଅନ ଲିଟର ପାଣି ଭରା ଯାଇଛି। ଏହାକୁ ଦେଖିବାକୁ ପ୍ରତିବର୍ଷ ବହୁତ ଲୋକ ଆସନ୍ତି।

Google

୪: ଦୁନିଆର ସବୁଠୁ ବଡ଼ ଟ୍ରକ: ଦୁନିଆର ସବୁଠୁ ବଡ଼ ଟ୍ରକ ବେଳାଜ-୭୫୭୧୦ ଯାହାକି ବହୁତ ସହଜରେ ୪୯୬ ଟନର ଓଜନ ଉଠେଇ ପାରେ। ଏହାକୁ ଏକ ରସିଆନ କମ୍ପାନୀ ଜଣେ ମାଇନିଂ କମ୍ପାନୀ ପାଇଁ ବନେଇଥିଲା। ଏହାର ଲମ୍ବାଇ ୨୧ମିଟର ଆଉ ଉଚ୍ଚତା ୯ମିଟର ଅଟେ। ଏହାର ନିଜ ଓଜନ ୩୬୦ଟନ ଅଟେ ଆଉ ଏହା ୬୪ କିମି ପ୍ରତି ଘଣ୍ଟା ବେଗରେ ଚାଲିପାରେ।

୫: ଦୁନିଆର ସବୁଠୁ ବଡ଼ ଜାହାଜ: ପାଣିରେ ଚାଲୁଥିବା ଏହି ବିଶାଳ ଜାହାଜର ଲମ୍ବାଇ ୧୬୦୦ଫୁଟରୁ ବି ଅଧିକ। ଏହାର ଓଜନ ଷ୍ଟେଚୁ ଅଫ ଲିବର୍ତୀ ଠାରୁ ବି ୨୦ଗୁଣ ଅଧିକ ଅଟେ। ପ୍ରାୟ ୬ ଲକ୍ଷ ୧୦ ହଜାର କିଲୋର ଏହି ଜାହାଜକୁ ଦୁନିଆର ସବୁଠୁ ବଡ ଜାହାଜ ମାନା ଯାଇଥାଏ।

୬: ଦୁନିଆର ସବୁଠୁ ଲମ୍ବା ଟ୍ରେନ: ଦୁନିଆର ସବୁଠୁ ଲମ୍ବା ଟ୍ରେନର ନାମ ଘନ ଅଟେ ଆଉ ଏହା ଅଷ୍ଟ୍ରେଲିଆର ପଟ୍ରି ମାନଙ୍କରେ ଦିନ ରାତି ଦୌଡ଼ିଥାଏ। ଏହି ଟ୍ରେନର ଲମ୍ବ ପ୍ରାୟ ୩୮୦୦ ଫୁଟ ଅଟେ ଆଉ ଏଥିରେ ପ୍ରାୟ ୪୪ଟି ଡବା ଲାଗିଛି ଆଉ ଏହା ଦିନକୁ ପ୍ରାୟ ୩୦୦୦କିମି ଯାତ୍ରା ତୟ କରିଥାଏ।

Google

୭: ଦୁନିଆର ସବୁଠୁ ବଡ଼ ସ୍ପେସ ଷ୍ଟେସନ:ଦୁନିଆର ସବୁଠୁ ବଡ଼ ସ୍ପେସ ଷ୍ଟେସନ ଯାହାକି କେଉଁ ସାଧାରଣ ସ୍ପେସ ଷ୍ଟେସନ ଠାରୁ ପାଞ୍ଚ ଗୁଣା ଅଧିକ ବଡ଼ ଅଟେ ତାହା ନାସା ଦ୍ୱାରା ତିଆରି କରାଯାଇଥିଲା। ଏହାର ବଡ ହେବାର ଅନୁମାନ ସେହିପରି ଲଗା ଯାଇପାରିବ କି ଏହାର ଲମ୍ବ ପ୍ରାୟ ୨୪୦ଫୁଟ ଆଉ ଉଚ୍ଚତା ୩୬୦ଫୁଟ ଅଟେ ଯାହା କି କେଉଁ ଫୁଟବଲ ମୈଦାନ ଠାରୁ ବି ବଡ ଅଟେ। ଏହାକୁ ଥରକେ ପଠା ଯାଇନାହିଁ ବରଂ ଏହାକୁ ଭାଗ ଭାଗ କରି ଅଲଗା ଅଲଗା ଅନ୍ତରୀକ୍ଷକୁ ପଠାଯାଇ ୨୦୧୧ରେ ଦୁନିଆର ସବୁଠୁ ବଡ ସ୍ପେସ ଷ୍ଟେସନ ତିଆରି କରାଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *