ଦୁନିଆର ଏହି ୧୦ କମ୍ୟୁନିଟି ଯିଏ କି ପ୍ରକୃତି ଭିତରେ ଆରାମରେ ରହୁଛନ୍ତି। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

କ୍ଳାଇମେଟ ଚେଞ୍ଜ ହେଉଛି ଆଜିକାଲି ଦୁନିଆର ସବୁଠୁ ଅଧିକ ଚର୍ଚ୍ଚା ହେଉଥିବା ବିଷୟ। ଲୋକମାନେ ଏହା ବାବଦରେ ସର୍ବାଧିକ କଥା ହେଉଛନ୍ତି ଆଉ ତା ପରେ ଟେକନିକ ନାମରେ ପ୍ରକୃତି ଠାରୁ ଆହୁରି ଦୂରକୁ ଦୂରକୁ ହେଇ ଯାଉଛନ୍ତି। ସେହି ସମୟରେ ଆଜିକାଲି ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯିଏ କି ପ୍ରକୃତି ସହ ହିଁ ରହୁଛନ୍ତି ଆଉ ସେମାନଙ୍କ ସହ ବସବାସ କରୁଛନ୍ତି।

Google

ଆମେରିକାର ଆର୍ଥଷିପ ପ୍ରୋଜେକ୍ଟ ଅନୁସାରେ ଏହିପରି ଘର ସେଠାରେ ଅବସ୍ଥିତ ଅଛି। ଏହାକୁ ବନେଇବା ଆର୍ଥଷିପ ବିଶେଷଜ୍ଞ ମାଇକେଲ ରୋନାଲଡ଼ ଯିଏ କି ଇକୋ ଫ୍ରେଣ୍ଡଳୀ ଘର ବନେଇବା ପାଇଁ ଜଣାଶୁଣା ଅଟନ୍ତି। ସେ ବନେଇଥିବା ଘର ମାନଙ୍କରେ ୪୫% ଜିନିଷ ଏହା ଅଛି ଯାହା ପୁନଃଚକ୍ରଣ ସମ୍ଭବ ଅଟେ। ସବୁଠୁ ବଡ଼ କଥା କି ଏହି ଘର ମାନେ ସେଲ୍ଫ ସଫିସେଣ୍ଟ ଆଉ ଏହା ଭିତରେ ବିଜୁଳି, ପାଣି ଆଉ ଖାଦ୍ୟ ଉତ୍ପାଦନ ସମ୍ଭବ।

Google

ଇଟାଲୀର ଏକ ଛୋଟ ଗ୍ରାମ ଅଛି ଟୋରି ସୁପରିୟଟୋ, ସମୁଦ୍ର ଠାରୁ କିଛି କିମି ଦୂରରେ ଥିବା ଏହି ଗ୍ରାମ।ରେ ସବୁ କିଛି ଇକୋ ଫ୍ରେଣ୍ଡଲି ଅଟେ। ଏଠାରେ ତିନିଟି ଏପରି ବିଲ୍ଡିଂଗ ଅଛି ଯାହା ୧୩ତ୍ତମ ଶତାବ୍ଦୀରେ ବନାଯାଇଛି। ଏଠାରେ ୧୬୦ ରୁମ ଅଛନ୍ତି ଆଉ ସେମାନେ ସମସ୍ତେ ନିଜ ନିଜ ସହ ସିଡି ମାନଙ୍କ ଦ୍ୱାରା ଜଏଂଟ ହେଇକି ଅଛନ୍ତି।

ଦକ୍ଷିଣ ଭାରତର ଆରଭିଲେ ମାନଙ୍କରେ ବି ଏପରି ହିଁ ଏକ ସମୁଦାୟ ଅଛି ଯାହା ୬୦ ଦଶକରେ ସ୍ଥାପନ କରାଯାଇଥିଲା। ଏହାକୁ ଶ୍ରୀ ଅରବିନ୍ଦ ସୋସାଇଟି ପ୍ରୋଜେକ୍ଟ ଭିତରେ ସ୍ଥାପନ କରାଯାଇଛି। ଏଠାରେ ଲୋକ ମାଟି କାଦୁଅରେ ହେଇଥିବା ଘରେ ରୁହନ୍ତି ଆଉ ତାଙ୍କ ଉପରେ ବାହାର ତୁଫାନର କିଛି ପ୍ରଭାବ ଦେଖିବାକୁ ମିଳେନା।

ଆୟର୍ଲ୍ୟାଣ୍ଡର ଏକ ସମୁଦାୟ ତିର ଓ ବିୟୋ କେବଳ ୧୦ ଏକର ଜମିରେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଏମାନଙ୍କ ବସ୍ତିରେ ଅଲଗା ଅଲଗା ମାଟି ଅଲଗା ଅଲଗା କାମ ପାଇଁ ବଣ୍ଟା ଯାଇଛି।

Google

ଜାପାନର ଲୋକ ଏମିତିରେ ବି ପର୍ଯ୍ୟବର୍ଣ ପ୍ରେମୀ ମାତ୍ର ଏଠାକାର କୋରହାମା ପରିବାର ସବୁଠୁ ଆଗରେ ଅଛନ୍ତି ଆଉ ସେମାନେ ୮୦ ଜଣ ସଦଶ୍ୟ ମାଉଣ୍ଟ ଫୁଜିର ତଲହଟିରେ ଅଛନ୍ତି। ଏହି ପରିବାର ସହର ଠାରୁ ଦୂରରେ ପାହାଡ଼ ତଳେ ରହିଛନ୍ତି ଆଉ ପ୍ରାୟ ୨୫୦ ପ୍ରକାରର ପରିବା ଆଉ ୧୦ ରୁ ଅଧିକ ଚାଉଳ ଉତ୍ପାଦନ କରୁଛନ୍ତି।

ଦକ୍ଷିଣ ଆଫ୍ରିକାର ଏକ ସମୁଦାୟ ଖୁଲା ଧାମା, ନିଜର ପ୍ରକୃତି ପ୍ରେମ ପାଇଁ ଲୋକପ୍ରିୟ ଅଟେ। ଏହାର ଅର୍ଥ ହେଉଛି ଜାଗୃତି ରାସ୍ତାରେ। ଏହି ସମୁଦାୟକୁ ୫ ଜଣ ସାଙ୍ଗ ୨୦୦୦ ମସିହାରେ ୪୪୫ ଏକର ଜାଗା କିଣିକି ଆରମ୍ଭ କଲେ। ସମୁଦ୍ର ଠାରୁ ୮କିମି ଦୂରରେ ଥିବା ଏହି ସମୁଦାୟ ପ୍ରକୃତି ସହ ବସବାସ କରୁଛି।

ଅଷ୍ଟ୍ରେଲିଆର କୃଷ୍ଟଲ ୱାଟର୍ସ ସବୁଠୁ ଅଲଗା ପ୍ରକାର ଅଟେ। ଏହି ଲୋକ ବହୁତ ଦିନ ଯାଏ ମରୁଡିରେ ଘେରା ଥିଲେ। ଏଠାରେ ତା ପରେ ଲୋକମାନେ ବର୍ଷା ପାଣି ଏକତ୍ରିତ କରିକି ଏକ ଏପରି ପରିବେଶ ବନେଇଲେ ଯାହା ଏଯାଏ ଦୁନିଆରେ ପ୍ରସିଦ୍ଧ। ଏହା ଦୁନିଆର ଏକମାତ୍ର ଗ୍ରାମ ଯାହା କେଉଁ ବି ବାହାର କାମ ପାଇଁ ଦୁନିଆ ଉପରେ ନିର୍ଭରଶୀଳ ନୁହେଁ।

ଏବେ ପାଳି ଆସେ ରୁଷର। ଏଠାରେ ଜଣେ ଲୋକ ଅଚାନକ ନିଜ ମନରେ ଏହା ସ୍ଥିର କଲା କି ନିଜର ପରିବାରକୁ ଭଲ ସ୍ବାସ୍ଥ୍ୟଗତ ସ୍ଥାନରେ ରଖିବ। ଏହାପାଇଁ ସେ ନିଜ ସାଙ୍ଗମାନଙ୍କୁ ବି ରାଜି କରିଦେଲା। ତା ପରେ ସେମାନେ ୨୯୭ ଏକର ଜମି ନେଇ କୋଭଚେଗ ଗ୍ରାମରେ ବସିଗଲେ। ଏବେ ସେଠାରେ ୪୦ଟି ପରିବାର ରୁହନ୍ତି ଆଉ ସେମାନେ ନିଜେ ଖାଆନ୍ତି, ନିଜେ ଚାଷ କରନ୍ତି।

Google

ୱେଲସର ଲମାସ ଇକୋ ଭିଲେଜ ବି ପୁରା ପୁରି ଇକୋଫ୍ରେଣ୍ଡଲି ଅଟେ। ଏଠାରେ ଥିବା ଲୋକମାନେ ନିଜେ ବିଜୁଳୁ ଉତ୍ପାଦନ କରନ୍ତି, ନିଜେ ଖାଆନ୍ତି ଆଉ ପେୟଜଳ ନିଜେ ସପ୍ଲାଏ କରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *