WTC Final: ଟିମ୍ ଇଣ୍ଡିଆର ପ୍ଲେଇଂ ଏକାଦଶ ଘୋଷିତ, କୋହଲିଙ୍କ ଚାହିତା ଖେଳାଳିଙ୍କୁ ମିଳିଲାନି ସୁଯୋଗ, ଏହି ଷ୍ଟାର ଖେଳାଳିଙ୍କୁ ମିଳିଲା ସୁଯୋଗ

ଦୀର୍ଘ ଦିନ ଧରି ଏହି ଦିନକୁ ସବୁ କ୍ରିକେଟ ପ୍ରେମୀଙ୍କ ଅପେକ୍ଷା ଥିଲା। କାଲି ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଖେଳାଯିବ। ଏହା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଏହାକୁ ନେଇ କେତେ ଦିନରୁ ଖେଳ ଚାଲିଆସୁଥିଲା। ଜୁନ ୧୮ ରୁ ୨୨ ଯାଏ ଏହି ଟେଷ୍ଟ ଚମ୍ପିୟାନସିପ ଚାଲିବ।

ଏଥି ମଧ୍ୟରେ ଭାରତୀୟ ଦଳ ନିଜର ପ୍ଲେଇଁ ଏକାଦଶ ଘୋଷଣା କରିଦେଇଛି। ଏଥିରେ ସୁପରଷ୍ଟାର ଫାଷ୍ଟ ବୋଲର ସ୍ଥାନ ପାଇଛନ୍ତି। ଦଳ କିଛି ଦିନ ହେବ ଟେଷ୍ଟ କ୍ରିକେଟରେ ନିଜର ଜଲୱା ଦେଖେଇ ଆସୁଛି। ନ୍ୟୁଜିଲାଣ୍ଡ କଥା କହିବା ତ ସେ ମଧ୍ୟ ଏକ ସଠିକ ବାଲାନ୍ସ ଦଳ ଭାବେ ଜଣାଶୁଣା। ତାଙ୍କ ପାଖରେ ସ୍ୱିଙ୍ଗ ବୋଲର ଅଛନ୍ତି ଯିଏ କି ଏହି ଚମ୍ପିୟାନସିପ ଫାଇନାଲରେ ମୁଖ୍ୟ ଭୂମିକା ଗ୍ରହଣ କରିବେ।

ବିଶ୍ୱ ଚମ୍ପିୟାନସିପ ପାଇଁ ଭାରତୀୟ ଦଳ:

ବିରାଟ କୋହଲି(କ୍ୟାପଟେନ), ଆଜିଙ୍କ୍ୟ ରାହାଣେ(ଉପଅଧିନାୟକ) ରୋହିତ ଶର୍ମା, ଶୁଭମାନ ଗିଲ,ଚେତେଶ୍ୱର ପୂଜାରା, ଋଷଭ ପନ୍ତ(ୱିକେଟ କିପର),ରବିଚନ୍ଦ୍ରନ ଅଶ୍ୱିନୀ, ରବୀନ୍ଦ୍ର ଜାଡେଜା, ଇଶାନ୍ତ ଶର୍ମା, ଯଶପ୍ରୀତ ବୁମରା ଏବଂ ମହମ୍ମଦ ସାମି।

ଏବେ ଦେଖିବା ବାକି ରହିଲା ଏହି ମହାମୁକାବିଲାରେ କିଏ ଜିତୁଛି। ଦୁଇ ଦେଶ ମଧ୍ୟରେ ଷ୍ଟାର ଖେଳାଳି ପରିପୂର୍ଣ୍ଣ। ଗୋଟିଏ ପଟେ କେନ ୱିଲୀୟମସନ ଥିବା ବେଳେ ଆଉ ଗୋଟିଏ ପଟେ ବିରାଟ କୋହଲିଙ୍କ ଭଳି କ୍ୟାପଟେନ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *