ଏହି ମହିଳାଙ୍କର ଚେହେରାରେ ସମସ୍ତେ ଖାଉଛନ୍ତି ଧୋକା । ତାଙ୍କ ବୟସ ଶୁଣିଲେ ଆପଣଙ୍କୁ ଚକିତ କରିଦେବ ।

କଣ ଆପଣ ଫୋଟୋରେ ନଜର ଆସୁଥିବା ମହିଳାଙ୍କର ବୟସ ଅନୁମାନ କରିକି କହି ପାରିବେ। ଆମେ ବି ଭାବୁଛୁ କି ଆପଣ ଚିନ୍ତାରେ ପଡି ଯାଇଥିବେ। ଲଷ ଆଞ୍ଜେଳସର ଏହି ମହିଳାଙ୍କର ବୟସ ଅନୁମାନ କରିବା କେଉଁ ଛୋଟ ପିଲାଙ୍କର କାମ ନୁହଁ। ଏହି ମହିଳାଙ୍କୁ ଦେଖିକି ଭଲ ଭଲ ଲୋକ ବି ଧୋକା ଖାଇ ଯାଆନ୍ତି।

Google
ମହିଳାଙ୍କର ବୟସ ଜାଣିକି ଆପଣ ଆଶ୍ଚର୍ଯ୍ୟ ହେଇଯିବେ:

ଫୋଟୋରେ ବହୁତ ଫିଟ ଆଉ ଆକ୍ଟିଭ ନଜର ଆସିଥିବା ଏହି ମହିଳାଙ୍କର ନାମ ଲେସ୍ଲୀ କାର୍ଲଟନ ଅଟେ। ଲେସ୍ଲୀ ଅଧିକରୁ ଅଧିକ ୩୫-୪୦ ବର୍ଷୀୟ ମହିଳାଙ୍କ ଭଳି ଦେଖା ଯାଉଛନ୍ତି ମାତ୍ର ଆପଣ ଜାଣିକି ଆଶ୍ଚର୍ଯ୍ୟ ହେଇଯିବେ କି ଲେସ୍ଲୀଙ୍କର ବଡ଼ ପୁଅର ବୟସ ହେଉଛି ୪୪ ବର୍ଷ। ନିଜେ ଲେସ୍ଲୀ ୬୨ ବର୍ଷର ଅଟନ୍ତି। ଲେସ୍ଲୀଙ୍କର ବୟସ ଜାଣିକି ଆପଣ ବି ଆଶ୍ଚର୍ଯ୍ୟ ହେଇଗଲେ ନା! ଲେସ୍ଲୀ ନିଜେ କୁହନ୍ତି କି ସେ ଯେତେବେଳେ ଲୋକ ମାନଙ୍କୁ ନିଜ ବୟସ ବାବଦରେ କୁହନ୍ତି ତ କେହି ତାଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ।

୧୭ ବର୍ଷ ବୟସରେ ମା ବନି ଯାଇଥିଲେ:

ଲେସ୍ଲୀ କୁହନ୍ତି କି ସେ ତାଙ୍କର ଅଧିକତ୍ତର ସମୟ ତାଙ୍କ ପିଲା ମାନଙ୍କର ଘର ଥିବା ଇଣ୍ଡୋନେସିଆ ତଥା ଲଷ ଆଞ୍ଜେଳସରେ ବିତାନ୍ତି। ତାଙ୍କ କହିବା ଅନୁସାରେ ସେ ମାତ୍ର ୧୭ ବର୍ଷ ବୟସରେ ହିଁ ନିଜର ପ୍ରଥମ ପିଲାକୁ ଜନ୍ମ ଦେଇଥିଲେ ଆଉ ତାର ମାତ୍ର ଦୁଇ ବର୍ଷ ପରେ ସେ ନିଜର ଦ୍ୱିତୀୟ ପିଲାକୁ ଜନ୍ମ ଦେଇଥିଲେ।

ଲୋକମାନେ ପୁଅ ମାନଙ୍କର ଗାର୍ଲଫ୍ରେଣ୍ଡ ଭାବି ନିଅନ୍ତି:

ଲାସଲି ଯେବେ ହାଇ ସ୍କୁଲରେ ପଢୁଥିଲେ ତ ତାଙ୍କର ବହୁତ କମ ବୟସରେ ହିଁ ବିବାହ ହେଇ ଯାଇଥିଲା। ଲେସ୍ଲୀ କୁହନ୍ତି କି ଯେତେବେଳେ ସେ ତାଙ୍କ ପୁଅ ମାନଙ୍କ ସହ କୁଆଡେ ବାହାରକୁ ଯାଆନ୍ତି ତ ତାଙ୍କୁ ଲୋକମାନେ ତାଙ୍କ ପୁଅ ମାନଙ୍କର ଗାର୍ଲଫ୍ରେଣ୍ଡ ଭାବି ନିଅନ୍ତି। ଯେତେବେଳେ କି ଏବେ ସେ ନିଜ ପୁଅ ମାନଙ୍କର ଛୁଆର ଜେଜେମା ହେଇ ସାରିଲେଣି।

Google
ଲେସ୍ଲୀ ସବୁଠୁ ଷ୍ଟ୍ରଙ୍ଗ ଜେଜେମା:

ଲେସ୍ଲୀଙ୍କ ସହ ଥିବା ସମସ୍ତ ମହିଳା ଏବେ ବହୁତ ବୁଢ଼ୀ ଦେଖା ଯାଉଛନ୍ତି। ଲେସ୍ଲୀ ବହୁତ ଗର୍ବିତ କି ସେ ଆଜି ବି ବହୁତ ଯୁବ ଆଉ ଫିଟ ଦେଖା ଯାଆନ୍ତି। ସେ ଆଜି ବି ଯୁବ ମହିଳା ମାନଙ୍କୁ ଟକ୍କର ଦେଉଛନ୍ତି ଆଉ ନିଜ ନାତି ନାତୁଣୀ ମାନଙ୍କର ଷ୍ଟ୍ରଙ୍ଗ ଜେଜେମା ହେଇକି ଅଛନ୍ତି।

ଫିଟନେସର ରହସ୍ୟ କହିଲେ: ଲେସ୍ଲୀ କହିଲେ କି ସେ ମାତ୍ର ୩୦ ବର୍ଷ ବୟସରେ ହିଁ ଖେଳିବା ଆରମ୍ଭ କରି ଦେଇଥିଲେ। ସେ ପ୍ରଥମେ ସ୍କିଡିଙ୍ଗ କରିବା ଆରମ୍ଭ କରିଥିଲେ ଆଉ ତା ପରେ ଜୁଡୋ, କରାଟେରେ ନିଜର ହାତ ଲଗେଇଥିଲେ। ତା ପରେ ସେ ବେଟ ଲିଫଟିଙ୍ଗରେ ବି ପ୍ରୟାସ କରିଥିଲେ।

ଲେସ୍ଲୀ ନିଜ ଯୁବ ଚେହେରାର ରହସ୍ୟ କହିଲେ:

ଏତେ ଅଧିକ ବୟସରେ ବି ଫିଟ ରହିବା ଉପରେ ଲେସ୍ଲୀ କହିଲେ କି ନିଜର ଯୌବନ ବଜାୟ ରଖିବା ପାଇଁ ସେ ପେଟ ଭରା ଖାଆନ୍ତି ଆଉ ଭଲ ନିଦ ଶୁଅନ୍ତି। ତାଙ୍କର ଯୌବନ ରକ୍ଷା ହେବା ପାଇଁ ସେ ରୋଟି, ଚିନି ତଥା ଭାତ କମ ସେବନ କରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *