ଗୋଟେ କି ଦୁଇଜଣ ନୁହଁ ଏତେ ସାରା ସୁନ୍ଦରୀ ମାନଙ୍କ ସହ ଯୁବରାଜ ସିଂ ଙ୍କର ଥିଲା ରିଲେସନ। ଦେଖନ୍ତୁ ଲିଷ୍ଟ।

ଭାରତୀୟ କ୍ରିକେଟ ଟିମର ବିଧ୍ଵଂସକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ କେବଳ ନିଜ ଖେଳ ପାଇଁ ହିଁ ନୁହଁ ବରଂ ନିଜର ବ୍ୟକ୍ତିଗତ ଜୀବନ ପାଇଁ ବି ଲୋକମାନଙ୍କ ଭିତରେ ପ୍ରସିଦ୍ଧ ଅଟନ୍ତି। ସେ ୨୦୧୬ରେ ଅଭିନେତ୍ରୀ ହ୍ୟାଜେଲ କିଚଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମାତ୍ର ତାଙ୍କ ଆଗରୁ ତାଙ୍କ ନାମ ଅଧା ଡ଼ର୍ଜନ ଅଭିନେତ୍ରୀଙ୍କ ସହ ଯୋଡ଼ାଥିଲା। ଆସନ୍ତୁ ଜାଣିବା ସେହି ସବୁ ଅଭିନେତ୍ରୀ ମାନଙ୍କ ନାଁ ଯାହାଙ୍କ ନାମ ଦିନେ ଯୁବରାଜଙ୍କ ସହ ସମ୍ପର୍କ ଥିବା ବୋଲି ଜଣାପଡିଥିଲା।

Google

୧: କିମ ଶର୍ମା: ୨୦୦୦ ମସିହାରେ ଆସିଥିବା ମୋହବତେ ଫିଲ୍ମରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିବା କିମ ଶର୍ମା ପ୍ରଥମରୁ ହିଁ ଶାହରୁଖ ଖାନ, ଅମିତାଭ ବଚ୍ଚନଙ୍କ ଭଳି ବଡ଼ ଅଭିନେତା ମାନଙ୍କ ସହ କାମ କରିଥିଲେ। ମାତ୍ର ଯୁବରାଜଙ୍କ ସହ ତାଙ୍କ ନାଁ ଆସିଥିଲା ଆଉ ଯୁବରାଜ ତାଙ୍କୁ ପ୍ରାୟ ୪ ବର୍ଷ ଯାଏ ଡେଟ କରିଥିଲେ ଆଉ ତାଙ୍କ ମାତାଙ୍କୁ ଏହି ସମ୍ପର୍କ ମଞ୍ଜୁର ନଥିବାରୁ ସେ ଦୁଇଜଣଙ୍କର ବ୍ରେକ ଅପ ୨୦୦୭ରେ ହେଇଗଲା।

Google

୨: ଦୀପିକା ପାଦୁକୋନ: ଆଜିର ଜମାନାର କିଛି ସବୁଠୁ ବଡ଼ ଆଉ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଦୀପିକା ପାଦୁକୋନଙ୍କର ନାମ ବି ଯୁବରାଜଙ୍କ ସହ ଯୋଡ଼ା ହେଇସାରିଛି। ୨୦୦୭ରେ ନିଜର ଫିଲ୍ମ ” ଓଁ ଶାନ୍ତି ଓଁ” ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଦୀପିକା ଯୁବରାଜଙ୍କ ପାଇଁ ଜନ୍ମଦିନ ପାର୍ଟି ବି ହୋଷ୍ଟ କରିଥିଲେ।

Google

୩: ମିନିଶା ଲାମ୍ବା: ବଲିଉଡର କିଛି ଫିଲ୍ମ ମାନଙ୍କରେ ନଜର ଆସିଥିବା ମିନିଶା ଲାମ୍ବାଙ୍କର ଅଫେୟାର ବି ଯୁବରାଜଙ୍କ ସହ ଥିଲା। ତାଙ୍କ ଦୁଇଜଣଙ୍କର କିସ ଦେଉଥିବା ଏକ ଫୋଟୋ ଭାଇରାଲ ହେଇଥିଲା ଯାହା କି ଏହା ଜଣାଇ ଦେଉଥିଲା କି ଦୁଇଜଣ ସମ୍ପର୍କରେ ଥିଲେ।

Google

୪:ନେହା ଧୁପିଆ: ଯୁବରାଜଙ୍କର ନାମ ବଲିଉଡର ବୋଲଡ଼ ତଥା ହଟ ଅଭିନେତ୍ରୀ ନେହା ଧୁପିଆଙ୍କ ସହ ବି ଆସିଥିଲା। ୨୦୧୪ରେ ଦୁହିଁଙ୍କର ସମ୍ପର୍କ ବହୁତ ଭାଇରାଲ ହେଇଥିଲା। ଜଣାପଡେ କି ଦୁହିଁଙ୍କର ଦେଖା ସୋଫି ଚୌଧୁରୀଙ୍କର ଜନ୍ମଦିନ ପାର୍ଟିରେ ହେଇଥିଲା।

୫: ରିୟା ସେନ: ବଲିଉଡର ଅଭିନେତ୍ରୀ ରିୟା ସେନଙ୍କ ସହ ଯୁବରାଜଙ୍କର ନାମ ଯୋଡି ହୋଇ ସାରିଛି। କୁହାଯାଏ କି ଦୁଇଜଣ ଏକ ପାର୍ଟି ଭିତରେ ଦେଖା ହେଇଥିଲେ ଆଉ ଦୁଇଜଣଙ୍କୁ ପରସ୍ପର ହାତ ଧରିଥିବାର ଦେଖା ଯାଇଥିଲା।

Google

୬: ପ୍ରୀତି ଜିନଟା:-ଯୁବରାଜଙ୍କୁ ପ୍ରୀତି ଜିନଟାଙ୍କ ସହ ବି ଦେଖା ଯାଇଥିଲା। ବହୁତ ଥର ଦୁଇଜଣଙ୍କ ଆଇପିଏଲ ମ୍ୟାଚ ଭିତରେ ହିଁ ଆଲିଙ୍ଗନ କରୁଥିବାର ଦେଖା ଯାଇଥିଲା ଆଉ ଦୁଇ ଜଣଙ୍କର ଫୋଟୋ ଏପରି ଭାଇରାଲ ହେଉଥିଲା କି ଲୋକମାନେ ଏହା ବ୍ୟାପକ କରେଇବାରେ ଲାଗିଥିଲେ କି ଦୁଇଜଣଙ୍କ ଭିତରେ ଲଭ ଚାଲିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *