ଯୁବରାଜ ହେଜେଲ ଠୁ ଦୂରେଇ ରହିବା ପାଇଁ ତାଙ୍କ ସାଙ୍ଗଙ୍କୁ ଦେଇଥିଲେ ଚେତାଵନି, ଶୋ ରେ କଲେ ବଡ଼ ଖୁଲାସା।

ହେଜଲ ସଲମାନଙ୍କ ଫିଲ୍ମ ବଡ଼ିଗାର୍ଡରେ କାମ କରିସାରିଛନ୍ତି। ତାଙ୍କ ପାଠ ପଢା ଲଣ୍ଡନରେ ହୋଇଥିଲା। ହେଜଳ ଛୋଟବେଳୁ ଇଣ୍ଡିଆନ କ୍ଳାସିକାଲ ଓ ବେଷ୍ଟନ ଗୀତରେ ନାଚିବା ଆରମ୍ଭ କରିଦେଇଥିଲା। ହେଜଲଙ୍କ ପ୍ରଥମ ଫିଲ୍ମ ତାମିଲରେ ବିଲ୍ଲା ଥିଲା।

Google

କ୍ରିକେଟର୍ସ ଓ ବଲିଉଡ଼ ଅଭିନେତ୍ରୀ ମାନଙ୍କ ପ୍ରେମ ସମ୍ବନ୍ଧ ଅନେକ ଥର ସାମ୍ନାକୁ ଆସିଥାଏ। ସେମାନଙ୍କ ମଧ୍ୟରୁ ଅନେକ ଯୋଡି ହିଁ ବିବାହ ପର୍ଯ୍ୟନ୍ତ ପହଁଚିପାରିଲେ। ସେମାନଙ୍କ ମଧ୍ୟରେ ଗୋଟିଏ ଜୋଡ଼ି ହେଉଛି ଯୁବରାଜ ସିଂହ ଓ ହେଜଳ କିଚ। ଦୁହିଁଙ୍କର ୧୨ ନଭେମ୍ବର ୨୦୧୫ରେ ନିରବନ୍ଧ ହୋଇଥିଲା ଓ ଠିକ ଗୋଟେ ବର୍ଷ ପରେ ୩୦ ନଭେମ୍ବରକୁ ଦୁହେଁ ବିବାହ କରିଥିଲେ। ଯୁବରାଜ ଓ ହେଜଳ ଥରେ କପିଲ ଶର୍ମା ଶୋକୁ ଯାଇଥିଲେ। ସେଠାରେ ଦୁହେଁ ନିଜ ସଂପର୍କକୁ ନେଇ ଅନେକ ଖୁଲାସା କରିଛନ୍ତି। ସେଠାରେ ଯୁବରାଜ ସିଂହ କହିଛନ୍ତି ହେଜଲଙ୍କ କାରଣରୁ ଗୋଟେ ସାଙ୍ଗଙ୍କୁ ତାଙ୍କୁ ଚେତାବନୀ ଦେବାକୁ ପଡିଥିଲା।

ଯୁବରାଜ କପିଲ ଶର୍ମା ଶୋରେ କହିଥିଲେ,”ହେଜଲ ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ଦେଖାହେବାକୁ ମନାକଲା। ଯେବେ ଦେଖାହେଲା ସେବେ ଲାଗିଲା ଯେପରି କୌଣସି ପୁଅ ଚାଲୁଛି। କାରଣ ତାଙ୍କ ଚାଲି ଏପରି ଥିଲା। ଏହା ଦେଖି ମତେ ଲାଗିଲା ଏହା ଠିକ ଝିଅଙ୍କ ଭଳି ବ୍ୟବହାର ନୁହେଁ। ପ୍ରଥମେ ତ ହେଜଲ ଖୋଲିବାକୁ ମୌକା ଦେଲେ ନାହିଁ। ମୁଁ ତାଙ୍କୁ ଭେଟିଲି କଥାବାର୍ତ୍ତା ହେଲି ମତେ ଭଲ ଲାଗିଲା। ଏହା ପରେ ମୁଁ କଫି ପାଇଁ କହିଲି ତ ସେ ୭-୮ ଥର ହଁ କହି ଫୋନ ବନ୍ଦ କରିଦେଲେ । ଏହା ପରେ ମୁଁ ତାଙ୍କୁ କହିଲି କି ମତେ ଏକ ରୋଗ ହୋଇଯାଇଛି ତ ସେ କହିଲେ ଗୁଡ଼ ଲକ।ଏହା ପରେ ମତେ ଲାଗିଲା ଏହି ଝିଅ ବହୁତ ଅଦ୍ଭୁତ। ଏହା ପରେ ମୁଁ ତାଙ୍କ ନମ୍ବର ଫୋନରୁ କାଟିଦେଲି”।

Google

ଯୁବରାଜ କହିଲେ,” ପରେ ହେଜଲ ମତେ ୩ ବର୍ଷ ପରେ ଫେସବୁକରେ ଦେଖାଗଲେ। ସେ ମୋର ଏକ କମନ ସାଙ୍ଗ ସହିତ ସାଙ୍ଗ ଥିଲେ। ମୁଁ ସାଙ୍ଗକୁ ପଚାରିଲି କି ତୁ ଆଙ୍କୁ କେମିତି ଜାଣିଲୁ ତ ସେ କହିଲା ମୁଁ ଆଙ୍କୁ ଭେଟିଛି ଓ ଜାଣିଛି ମଧ୍ୟ। ଏହା ପରେ ମୁଁ ତାକୁ କହିଥିଲି କି ତୁ ତାଙ୍କ ଠୁ ଦୂରରେ ରହ। ସେ କହିଲା ଦୂରରେ କଣ ପାଇଁ ରହିବି ତ ମୁଁ କହିଲି ଏ ମତେ ତିନି ବର୍ଷ ଘାସ ଦେଇ ନାହାଁନ୍ତି ନା ଭେଟିଛନ୍ତି।ଜଣାନାହିଁ କଣ ଭାବୁଛନ୍ତି ନିଜକୁ। ଦୂରରେ ରହ କାରଣ ମତେ ବିବାହ ଏହି ଝିଅ ସହ କରିବାର ଅଛି। କିଛି ଦିନ ପରେ ସେ ମତେ ଫେସବୁକରେ ଯୋଡିଲେ। ଏହା ପରେ ମୁଁ ତାଙ୍କୁ ଧନ୍ୟବାଦ ଦେଲି ଓ କହିଲି ଫାଇନାଲ ସାଢ଼େ ତିନି ବର୍ଷ ପରେ ମତେ ସାଙ୍ଗ କଲ”।

ହେଜଲ ସଲମାନଙ୍କ ଫିଲ୍ମ ବଡ଼ିଗାର୍ଡରେ କାମ କରିସାରିଛନ୍ତି। ତାଙ୍କ ପାଠ ପଢା ଲଣ୍ଡନରେ ହୋଇଥିଲା।ହେଜଳ ଛୋଟବେଳୁ ଇଣ୍ଡିଆନ କ୍ଳାସିକାଲ ଓ ବେଷ୍ଟନ ଗୀତରେ ନାଚିବା ଆରମ୍ଭ କରିଦେଇଥିଲା। ହେଜଲଙ୍କ ପ୍ରଥମ ଫିଲ୍ମ ତାମିଲରେ ବିଲ୍ଲା ଥିଲା। ଏହା ୨୦୦୭ରେ ଆସିଥିଲା କିନ୍ତୁ ତାଙ୍କୁ ପରିଚୟ ବଡ଼ିଗାର୍ଡ ଫିଲ୍ମରୁ ମିଳିଲା।ସେ ୧୮ ବର୍ଷ ବୟସ ସମୟରେ ଭାରତକୁ ଛୁଟି କଟାଇବା ପାଇଁ ଆସିଥିଲେ ଓ ସେହି ସମୟରେ ମଡ଼େଲିଙ୍ଗ କରିବାକୁ ଲାଗିଲେ। ସେ ବିଗ ବସ-୭ରେ ଗୋଟିଏ ସପ୍ତାହ ଯାଏ ଘରେ ରହିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *