କ୍ରିକେଟକୁ ପୁଣି ଫେରିଲେ ଯୁବରାଜ ସିଂ, ଏବେ ଏହି ଦଳରେ ହେଲେ ସାମିଲ । ଦେଖନ୍ତୁ ଭିଡ଼ିଓ ।

ଏବେ ଏହି କଥାର ପୃଷ୍ଟି ହୋଇନାହିଁ କି ଭାରତୀୟ ପୂର୍ଵ ଅଲରାଉଣ୍ଡର ଯୁବରାଜ ସିଂ ପଞ୍ଜାବ ପାଇଁ ଖେଳିବେ ନା ନାହିଁ। ପୂର୍ଵ ବର୍ଷ ଯୁବରାଜ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ। ହେଲେ ସେ କାନାଡ଼ାର ଗ୍ଲୋବାଲ ଟି ୨୦ ଖେଳିଥିଲେ। ବିସିସିଆଇର ନିୟମ ଏହି କଥାର ଅନୁମତି ଦିଏ ନାହିଁ କି ଆକ୍ଟିଭ ଖେଳାଳି ବିଦେଶୀ ଲିଗରେ ଖେଳୁବୋଲି। ଏହାର ଉଦାହରଣ ପ୍ରବିନ ତାମ୍ବେ ଅଟନ୍ତି।ତାମ୍ଭେଙ୍କୁ ଆକ୍ସନ କୋଲକାତା ନାଇଟ ରାଇଡର ପଟେ ବଛା ଯିବା ସତ୍ତ୍ୱେ ଆଇପିଏଲ ୨୦୨୦ ରେ ଖେଳିବାର ସୁଯୋଗ ମିଳି ନ ଥିଲା। ତାମ୍ବେ ୨୦୧୮ ରେ ଅନ୍ତ୍ରରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ। ହେଲେ ସେ ୟୁଏଇରେ ଟି ୧୦ ଖେଳିବାକୁ ଗଲେ। ସେ କ୍ୟାରିବୀୟନ ଲିଗ ୨୦୨୦ ରେ ବି ଖେଳିଲେ। ନିକଟରେ ପଞ୍ଜାବ କ୍ରିକେଟ ଆସୋସିଏସନର ସଚିବ ପୁନିତ ବାଲି ୩୯ ବର୍ଷୀୟ ଯୁବରାଜ ସିଂ ଙ୍କୁ ରିଟାୟାରମେଣ୍ଟରୁ ବାହାର ଆସିବାକୁ କହିଛନ୍ତି।

Google

ଯୁବରାଜ ସେପ୍ଟେମ୍ବରକୁ କ୍ରିକବିଜର ଏକ ଇଣ୍ଟରର୍ଭିଉରେ କହିଲେ,”ମୁଁ ଯୁବ ଖେଳାଳିଙ୍କ ସହ ଖେଳର ମଜା ନେଉଛି।ତାଙ୍କୁ ବିଭିନ୍ନ ବିଷୟରେ ଜଣାଉଛି। ମୁଁ ତାଙ୍କ ଠାରୁ ବହୁତ କିଛି ଜିନିଷ ଉନ୍ନତି କରିବାକୁ ଚାହୁଁଛି। ନେଟରେ ମୁଁ ତାଙ୍କୁ ବହୁତ କଥା କହୁଛି।”

ସେ କହିଥିଲେ,”ମୁଁ ନେଟରେ ଏବେ ମଧ୍ୟ ବଲକୁ ଭଲ ଭାବରେ ହିଟ କରିପାରୁଛି,କାହିଁକିନା ମୁଁ ବହୁତ ସମୟ ହେବ ବ୍ୟାଟ ଧରି ନାହିଁ। ମୁଁ ଯୁବ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦଉଛି।ଏହା ପରେ ଅଫ ସିଜିନରେ ମୁଁ ଅଭ୍ୟାସ ମ୍ୟାଚରେ କିଛି ରନ କରିଛି। ପଞ୍ଜାବ କ୍ରିକେଟ ଆସୋସିଏସନର ସଚିବ ପୁନିତ ବାଲି ମୋ ସହ ସମ୍ପର୍କ କରିଥିଲେ ଓ କହିଲେ କି ମତେ ରିଟାୟାର୍ଡ ମେଣ୍ଟରୁ ବାହାରକୁ ଆସିବା ବିଷୟରେ ଭାବିବା ଉଚିତ।”

ଏମିତି ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି କି ଯୁବରାଜ ସିଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ଜୟ ସାହାଙ୍କୁ ନିଜ ରିଟାୟାରମେଣ୍ଟ ନିଷ୍ପତ୍ତିକୁ ରିଟର୍ଣ୍ଣ କରିବାକୁ ଚିଠି ଲେଖିଛନ୍ତି।ଯୁବରାଜ କହିଛନ୍ତି,”ମୁଁ ଜାଣିନି କଣ ହେବ,ହେଲେ ମୁଁ ଘରୋଇ କ୍ରିକେଟ ଖେଳିବାକୁ ଚାହେଁ। ମୁଁ ବାଲିଙ୍କ ଅନୁରୋଧକୁ ମଧ୍ୟ ଅଣଦେଖା କରି ପାରିବି ନାହିଁ। ମୁଁ ଏବେ ବି କୌଣସି ଫଇସଲା ନେଇ ପାରୁନାହିଁ।”

ସେ କହିଲେ”ମୋର ଉଦ୍ଦେଶ୍ୟ ପଞ୍ଜାବକୁ ଚ୍ୟାମ୍ପିୟାନସିପ ଜିତେଇବାର। ହରଭଜନ ସିଂ ଓ ମୁଁ ଟୁର୍ଣାମେଣ୍ଟ ଜିତିଛୁ,ହେଲେ ଆମେ ମିଶି କରି ପଞ୍ଜାବ ପାଇଁ ଏମିତି କରିନାହୁଁ। ମୋର ଶେଷ ଫଇସଲା ପରେ କିଛି ନିର୍ଣ୍ଣୟ ହେବ। “ନିକଟରେ ଯୁବରାଜ ସିଂ ନେଟରେ ଅଭ୍ୟାସ କରିଥିଲେ। ସେ ତାଙ୍କ ଅଫିସିଆଲ ଇନ୍ସଟାଗ୍ରାମ ଆକାଉଣ୍ଟରେ ନେଟରେ ବ୍ୟାଟିଂ କରୁଥିବାର ଭିଡିଓ ସେୟାର କରିଥିଲେ।

Google

ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଏମିତି ହୋଇପାରେ ପଞ୍ଜାବର ସମ୍ଭାବିତ ଟିମ:- ମନ୍ଦିପ ସିଂ,ଯୁବରାଜ ସିଂ,ରମଣଦୀପ ସିଂ,ଅଭିଷେକ ଶର୍ମା,ସଲିଲ ଆରୋଦା,ଗୀତାଶ ଖେଡା,ସନବିର ସିଂ,କରଣ କାଳୀୟ,ରାହୁଲ ଶର୍ମା,କୃଷ୍ଣ ଅଳଙ୍ଗ,ସନ୍ଦୀପ ଶର୍ମା,ଅର୍ସଦୀପ ସିଂ,ଇକଜୋତ ସିଂ,ନମନ ଧୀର,ଅଭିଷେକ ଗୁପ୍ତା,ହିମାଂଶୁ ସତ୍ୟବାନ,ଗୁରକିରତ ସିଂ,ଅନମୋଲପ୍ରୀତ ସିଂ,ପ୍ରଭ ସିମ୍ରନ ସିଂ,ନେହଲ ବଧେରା,ଅନମୋଲ ମାଲହୋତ୍ର,ଆରୁଷ ସାଭରବାଳ,ଅନିଭବ ଶର୍ମା,ହରପ୍ରୀତ ବରାର,ମୟଙ୍କ ମାଂକଡେ,ବଲଟେଜ ସିଂ,ସିଦ୍ଧାର୍ଥ କୌଲ,ବରୀନ୍ଦର ସାରାଂ,ଗୁରନୁର ସିଂ,ହରଯଶ ସିଂ,ଅଭିଜିତ ସିଂ,କୁବର ପାଠକ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *