ଯୁବରାଜଙ୍କର କ୍ୟାନ୍ସର ହେବାର ଖବର ପ୍ରଥମେ ଏହି ଭାରତୀୟ ଷ୍ଟାର ଖେଳାଳି ଜାଣିଥିଲେ।

୨୦୧୧ ମସିହାରେ ଧୋନୀଙ୍କର ଅଧିନୟକତ୍ତ୍ୱରେ ଭାରତ ପ୍ରାୟ ୨୮ ବର୍ଷ ପରେ ବିଶ୍ୱକପ ଜିତିଲା। ଏହି ବିଶ୍ୱ କପରେ ଯୁବରାଜ ସିଂ ଙ୍କର ପ୍ରମୁଖ ଭୂମିକା ଥିଲା। ସେ ଏହି ବିଶ୍ୱ କପରେ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ହେଇଥିଲେ। ଆଉ ତାଙ୍କୁ ପ୍ରାୟ ୪ଥର ମ୍ୟାନ ଅଫ ଦି ମ୍ୟାଚର ଆୱାର୍ଡ ବି ମିଳିଥିଲା। ଏହି ବିଶ୍ୱକପ ପରେ ହି ଜଣା ପଡିଲା କି ଯୁବରାଜଙ୍କୁ କ୍ୟାନ୍ସର ଭଳି ଭୟାନକ ବେମାରି ଅଛି। ତାଙ୍କୁ ‘ମିଡିଆଷ୍ଟିନାଲ ସଂମିନୋମା’ ନାମକ ଏକ ଦୁର୍ଲଭ ବେମାରି ହେଇ ଥିଲା। ଅବଶ୍ୟ ତାଙ୍କ ପୂର୍ବରୁ ଯଦି କାହାକୁ ତାଙ୍କର ଏହି ଦୁର୍ଲଭ ରୋଗ ବାବଦରେ ଜଣା ଥିଲା ତ ସେ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ଏହି ଅଲ ରାଉଣ୍ଡରଙ୍କୁ ଏତେ ଭୟାନକ ବେମାରି ହୋଇଥିଲା।

Google

ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ କାରଣ ଧୋନୀ ଏହି କଥା ଯୁବରାଜ ସିଂଙ୍କର ଜୀବନୀ ଉପରେ ଆଧାରିତ ବହି ‘ଦି ଟେଷ୍ଟ ଅଫ ମାଈ ଲାଇଫ’ ର ଲଞ୍ଚ ସମୟରେ କହି ଦେଇ ଥିଲେ। ଧୋନୀ କହିଲେ କି ଯୁବରାଜ ସିଂ ଆଗରୁ ସେ ତାଙ୍କର ରିପୋର୍ଟ ପଢି ଦେଇ ଥିଲେ ଯେଉଁଥିରେ କି ତାଙ୍କ କ୍ୟାନ୍ସର ବାବଦରେ ଲେଖା ଥିଲା। ଧୋନୀ କହିଲେ କି ତାଙ୍କୁ ପ୍ରଥମେ ଜଣା ପଡି ଯାଇଥିଲା ଆଉ ତାଙ୍କୁ ଜଣା ନଥିଲା କି ଯୁବରାଜ ଏହା ବାବଦରେ ଜାଣିଛନ୍ତି କି ନାହିଁ। ମାତ୍ର ଏହା ତାଙ୍କ ପାଇଁ ଏକ ସଦମା ଭଳି ଥିଲା। ସେଇ ଲୋକ ଯିଏ ତାଙ୍କୁ ଯୁବରାଜ ଙ୍କର କ୍ୟାନ୍ସର ବାବଦରେ କହିଥିଲା ତାଙ୍କୁ ଧୋନୀ ପଚାରି ଥିଲେ କି “କଣ ଏହା ସତ ଅଟେ?”

ଧୋନୀ ଆଗକୁ କହିଲେ କି ” ସେହି ମଣିଷ ମୋତେ ଏଇଆ କହିଲା କି ରିପୋର୍ଟ ରେ ଏଇଆ ଲେଖା ଥିଲା। ଏହା ମୋ ପାଇଁ ଏକ ସଦମା ଭଳି ଥିଲା ମାତ୍ର ମୁ ଜାଣିଥିଲି କି ଯୁବରାଜ ଏପରି ଏକ ମଣିଷ ଯିଏ କି ବହୁତ ଶବଳ ଅଟନ୍ତି।” ଧୋନୀ କହିଲେ କି ସେ କିପରି ନିଜର ଦରଜକୁ ଲୁଚେଇକି ରଖିଥିଲେ। ଏହି କଥା କହୁଥିବା ସମୟରେ ବି ଧୋନୀ ଙ୍କର ଆଖିରୁ ଲୁହ ଆସି ଯାଉଥିଲା। ଏହା ପରେ ସେ ଆଉ ଯୁବରାଜ ଙ୍କର ବନ୍ଧୁତା କଥା ବି ସେ କହିଥିଲେ।

Google

ଧୋନୀ କହିଲେ କି ସେ ଥରେ ପଚାରିଲେ ” ଏଇ ଯାଉ ଆପଣ ରାଗି ଯାଆନ୍ତି ଆପଣ କଣ ସତରେ ରାଗି ଯାଆନ୍ତି? ତ ଏହା ଶୁଣିକି ଯୁବରାଜ କହିଲେ କି ମୁ ମଜାକ କରେ ଆପଣ ଏହାକୁ ସତରେ ନେବେନି” ଧୋନୀ ଏହା ଶୁଣିକି କହିଲେ କି ଏହାପରେ ଆପଣ ଯଦି ସତରେ ବି ରାଗିବେ ତେବେ ବି ମୁଁ ସତରେ ନେବିନି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *