ୟୁଜବେନ୍ଦ୍ର ଚହଲ ନିଜ ୨୦୦ତମ ଟି-୨୦ ମ୍ୟାଚରେ କଲେ ଖରାପ ପଦର୍ଶନ,୪ ଓଭରରେ ଦେଲେ ଏତିକି ରନ ସମସ୍ତେ ଆଶ୍ଚର୍ଯ୍ୟ।

ୟୁଜବେନ୍ଦ୍ର ଚହଲ ନିଜ ଟି-୨୦ ଜୀବନ କାଳର ୨୦୦ ମୁକାବିଲା ପୁରା କରିସାରିଛନ୍ତି। ତାଙ୍କୁ ଆଇପିଏଲ-୧୪ ର ପ୍ରଥମ ମ୍ୟାଚରେ ଆରସିବିର ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଥିବା ସହ ସେ ଆଇପିଏଲରେ ନିଜର ୧୦୦ ତମ ମ୍ୟାଚ ଖେଳିସାରିଛନ୍ତି। ଯେଉଁଥିରେ ସେ ନିଜର ଖରାପ ପଦର୍ଶନ ପାଇଁ ୪ ଓଭରରେ ୪୧ ରନ ଦେଇ ଦଳକୁ ନିରାଶ କରିଛନ୍ତି।

Google

ରୟାଲ ଚଲେଞ୍ଜରର୍ସ ବାଙ୍ଗାଲୋରର ସ୍ପିନର ୟୁଜବେନ୍ଦ୍ର ଚହଲ ଶୁକ୍ରବାର ଦିନ ଆଇପିଏଲ ର ୧୪ ତମ ସଂସ୍କରଣର ପ୍ରଥମ ମ୍ୟାଚ ରେ ନିଜ ଟି-୨୦ ଜୀବନ କାଳର ୨୦୦ ତମ ମ୍ୟାଚ ଖେଳିସାରିଛନ୍ତି। ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବାକୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଥିଲେ ମଧ୍ୟ ସେ ଏଥିରେ ଖରାପ ପଦର୍ଶନ ଦେଖେଇଥିଲେ ଯାହା ପାଇଁ ସେ ୪ ଓଭରରେ ୪୧ ରନ ଦେଇ ତାଙ୍କ ସମର୍ଥକଙ୍କୁ ନିରାଶ କରିଦେଇଥିଲେ।

ରୟାଲ ଚଲେଞ୍ଜଜର୍ସ ବାଙ୍ଗାଲୋର କ୍ୟାପଟେନ ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟର୍ଚ୍ଚ ଜିତି ବୋଲିଂ ବାଛିଥିଲେ। ଆରସିବି ତରଫରୁ ୟୁଜବେନ୍ଦ୍ର ଚହଲ ଆଇପିଏଲର ୧୦୦ ତମ ମ୍ୟାଚ ଖେଳିଛନ୍ତି। ହେଲେ ସେ ଏହି ମ୍ୟାଚରେ କିଛି ଭଲ ପଦର୍ଶନ ଦେଖାଇପାରିନାହାନ୍ତି।

Google

ୟୁଜବେନ୍ଦ୍ର ଚହଲ ନିଜ ଟି-୨୦ ଜୀବନ କାଳର ୨୦୦ ତମ ମ୍ୟାଚ ଖେଳି ୪ ଓଭର ବୋଲିଂ କରି ମଧ୍ୟ କିଛି ଭଲ ପଦର୍ଶନ କରିପାରିନାହାନ୍ତି। ୪୧ ରନ ଦେଇ ଗୋଟେ ବି ୱିକେଟ ନେବାରେ ସମର୍ଥ ହୋଇପାରିନାହାନ୍ତି। ଚହଲଙ୍କ ବଲରେ ପ୍ରଥମ ଛକା ରୋହିତ ଲଗେଇଥିବା ବେଳେ ଦ୍ୱିତୀୟ ଛକା କ୍ରିସ ଲିନ ଲଗେଇଥିଲେ ଏଵଂ ତୃତୀୟ ଛକା ଇସାନ କିଶନ ମାରିବାର ନଜର ଆସିଥିଲେ।

Google

ଚହଲ ଏବେ ପର୍ଯ୍ୟନ୍ତ ୧୦୦ ଟି ଆଇପିଏଲ ମ୍ୟାଚ ଖେଳି ୧୨୧ ଗୋଟି ୱିକେଟ ନେବାରେ ସକ୍ଷମ ହୋଇଛନ୍ତି। ତାଙ୍କର ଇକୋନୋମି ରେଟ ୭.୬୯ ରହିଛି। ଆଇପିଏଲରେ ଚହଲଙ୍କର ସବୁଠାରୁ ବଡ ପଦର୍ଶନ ଥିଲା ୨୫ ରନ ଦେଇ ୪ ଟି ୱିକେଟ ନିଜ ନାମରେ କରିବା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *