ବାଙ୍ଗାଲୋରରେ ଅଳ୍ପ ଦିନ ତଳେ ଜମାଟୋ ସମ୍ବଧିତ ଏକ ଖବର ସମ୍ନାକୁ ଆସିଥିଲା। ସେଠାରେ ଏକ ଜମାଟୋ ଡେଲିଭରି ବଏ କାମରାଜଙ୍କ ଦ୍ଵାରା ଜଣେ ମହିଳାଙ୍କୁ ମୁଥା ମାରିବା ମାମଲା ସାମ୍ନାକୁ ଆସିଥିଲା। ଯାହା ପରେ ଜମାଟୋ କାମରାଜଙ୍କୁ ଚାକିରୀରୁ ବାହାର କରିଦେଇଥିଲେ। ଏହା ପରେ କାମରାଜ ନିଜର ପକ୍ଷ ରଖିଲେ ଯାହା ପରେ ଲୋକ କାମରାଜଙ୍କ ସମର୍ଥନରେ ଆସିଲେ। ଓ ସୋସିଆଲ ମିଡିଆରେ ଜୋମାଟୋ ସମ୍ବଧିତ ମିମ ଭାଇରାଲ ହେବାରେ ଲାଗିଲା ଓ ଲୋକ କାମରାଜଙ୍କୁ ସପୋର୍ଟ କରୁଥିବା ଦେଖାଗଲା।

ଏହା ପରେ ଜମାଟୋ କୋଫାଉଣ୍ଡରଙ୍କ ଦ୍ଵାରା ଏକ ବୟାନ ଜାରି କରାଯାଇଥିଲା। ଯେଉଁଥିରେ ସେ କହିଥିଲେ ଆମେ ପିଡିତାଙ୍କ ମେଡ଼ିକାଲ ଖର୍ଚ୍ଚକୁ ଦେଖୁଛୁ ଓ ଡେଲିଭରି ବଏଙ୍କ ସମ୍ପର୍କରେ ମଧ୍ୟ ଅଛୁ। ଜମାଟୋ ଦ୍ଵାରା ଜାରି ବୟାନରେ କୁହାଯାଇଛିକି କାମରାଜଙ୍କୁ କିଛି ଦିନ ପାଇଁ ସସପେଣ୍ଡ କରାଯାଇଛି। କହିରଖବୁକି ଏହି ମାମଲାକୁ ପୋଲିସ ମଧ୍ୟ ଯାଞ୍ଚ କରୁଛି। ଜମାଟୋର କୋଫାଉଣ୍ଡର ଆଗକୁ କହିଛନ୍ତି କାମରାଜ ୫୦୦୦ ଡେଲିଭରି କରିଛନ୍ତି। ଓ ତାଙ୍କର ରେଟିଙ୍ଗ ୪.୭ ଅଟେ। ଯାହା ଏବେ ପର୍ଯ୍ୟନ୍ତର ସବୁଠୁ ବଡ଼ ରେଟିଙ୍ଗ ଅଟେ। ସେ ଆମ ସହ ୨୬ ମାସରୁ ଯୋଡି ହୋଇଅଛି।
କହିରଖିବୁକି କାମରାଜ ନ୍ୟୁଜ ମିନିଟରେ ବୟାନ ଦେଇ କହିଥିଲେ କି ମହିଳା ତାଙ୍କୁ ଚପଲରେ ମାରିଥିଲେ ଓ ଅଭଦ୍ର ଭାଷାରେ ଗାଳି ଦେଇଥିଲେ। କାରଣ ନୂଆ ରାସ୍ତା ନିର୍ମାଣ କାରଣରୁ ରାସ୍ତା ଜାମ ଥିଲା ସେଥିପାଇଁ ଡେଲିଭରି ଟିକେ ଡେରି ହୋଇଯାଇଥିଲା। ସେଥିପାଇଁ ମହିଳା ଗ୍ରାହକ ପଇସା ଦେବାକୁ ମନାକଲେ ଓ ଗାଳି ଦେବାକୁ ଲାଗିଲେ। ଏହା ପରେ ଜେବେ କାମରାଜ ଅର୍ଡ଼ର ନନେଇ ଗେଟ ପାଖକୁ ଗଲେ ମହିଳା ଜଣଙ୍କ ତାଙ୍କ ଉପରକୁ ଚପଲ ପକାଇଲେ ଓ ମତେ ଚାକର କହିଥିଲେ ଓ କହିଥିଲେ ତୁମେ ତୁ କଣ କରିପାରିବୁ?

କାମରାଜ କହିଛନ୍ତି ମହିଳାଜଣଙ୍କ ଅର୍ଡ଼ର ନେବା ପରେ ପଇସା ଦେବାକୁ ମନାକରିଦେଲେ ଓ ଲଗାତର ଜମାଟୋ ସପୋର୍ଟ ସହ କଥା ହେଉଥିଲେ। କାମରାଜ କହିଛନ୍ତିକି ମତେ ଡର ଥିଲାକି କାଳେ ପଇସା ନମିଳିବ ସେଥିପାଇଁ ମୁଁ ତାଙ୍କୁ ପଇସା ମାଗିଲି ଓ ସେ ମତେ ଚାକର କହିଲେ ଓ କହିଲେ କଣ କରିବୁ? ଏହା ପରେ ମହିଳା ଜଣକ ଅର୍ଡ଼ର କ୍ୟାନ୍ସସେଲ କରିଦେଲେ। ଏହା ପରେ ମହିଳା ଜଣକ ଅର୍ଡ଼ର ମଧ୍ୟ ଦେଲେନାହିଁ ଓ ଯେବେ ମୁଁ ଯିବାକୁ ବାହାରିଲି ମୋ ଉପରକୁ ଚପଲଧରି ମାରିବାକୁ ଲାଗିଲେ। କାମରାଜ କହିଛନ୍ତି ନିଜକୁ ବଞ୍ଚାଇବା ସମୟରେ ମହିଳାଙ୍କ ନିଜ ଆଙ୍ଗୁଠି ମହିଳାଙ୍କ ନାମରେ ବାଜି ରକ୍ତ ବାହାରିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।